ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର : ଏମିତି ଚାଲିଛି ରାଜଧାନୀର ମହିଳା ଥାନା !

  ଏଥର ସମ୍ଭାଳ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।...

୧୬ରୁ ମୟୂରଭଞ୍ଜ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ‘ମୟୂରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ୱର’ ପକ୍ଷରୁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ‘୭ମ ମୟୂରଭଞ୍ଜ ଉତ୍ସବ’ ଅନୁଷ୍ଠିତ ହେବ। ଏଥିରେ ମୟୂରଭଞ୍ଜର କଳା, ସଂସ୍କୃତି, ପର୍ଯ୍ୟଟନ...

ଆଉ ଜଳମଗ୍ନ ହେବନି ଭୁବନେଶ୍ୱର ରେଳ ଷ୍ଟେସନ୍‌

ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ଭୁବନେଶ୍ୱର ଷ୍ଟେସନ୍‌ ୟାର୍ଡ଼ରୁ ଜମୁଥିବା ଜଳ ନିଷ୍କାସନ ନିମନ୍ତେ ମାଇକ୍ରୋଟନେଲିଂ ପଦ୍ଧତି ଲାଗୁ କରିଛି। ଯାହା ଆଗରୁ ରେଳବାଇର ସଙ୍କେତ ପଦ୍ଧତିକୁ କେବଳ ବାଧା ଉପୁଯାଉ ନ ଥିଲା...

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ଖୋଲିଲା ସ୍ନାକ୍ସ ବାର୍‌

ବାରଙ୍ଗ: ନନ୍ଦନକାନନର ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ସ୍ନାକ୍ସ ବାର୍‌। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବିସ୍କୁଟ, ଚା, କଫି, ମୃଦୁ ପାନୀୟ ଆଦି ଉପଲବ୍ଧ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ...

ଗଡ଼ିଲାନି ବସ୍‌; ଦିନତମାମ ଯାତ୍ରୀ ହନ୍ତସନ୍ତ

ଖଣ୍ଡଗିରି: ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ ଡାକରା ଯୋଗୁଁ ଆଜି ଦିନତମାମ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଖାଇବା ପିଇବାଠାରୁ ବିଶ୍ରାମ ନେବା ପର୍ଯ୍ୟନ୍ତ ସବୁଥିରେ ଯାତ୍ରୀମାନେ...

ରମାଦେବୀ ବିଶ୍ୱବିଦ୍ୟାଳୟ ଓ ସିଫା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ଓ ଜୀବ ବିଜ୍ଞାନ ଏବଂ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ଗବେଷଣା ଅନୁଷ୍ଠାନ(ସିଫା) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଶ୍ୱବିଦ୍ୟାଳୟ...

ବିଏମ୍‌ସିର ଫମ୍ପା ଧମକ

ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀରେ ହୋର୍ଡିଂ ଲଗାଇଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସଂସ୍ଥାକୁ ଜରିମାନା ନୋଟିସ୍‌ କରାଗଲା। ଏପରିକି ୭ଦିନ ମଧ୍ୟରେ ଜରିମାନା ଅର୍ଥ ନଦେଲେ ସାର୍ଟିଫିକେଟ୍‌ କେସ୍‌ କରି ସମ୍ପତ୍ତି ଜବତ...

ମାସେ ହେଲା କ୍ୟାପିଟାଲ ହସ୍ପିଟାଲ ସିଟି ସ୍କାନ୍‌ ବନ୍ଦ

ଭୁବନେଶ୍ୱର: ଗତ ୧ମାସ ହେଲାଣି କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍‌ ମେସିନ୍‌ ବନ୍ଦ ହୋଇ ପଡ଼ିଛି। ଶହ ଶହ ରୋଗୀ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ପରୀକ୍ଷା ପାଇଁ ଯାଉଛନ୍ତି। ମାତ୍ର ଏଥିପ୍ରତି ହସ୍ପିଟାଲ...

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଭୁବନେଶ୍ୱର: ମଦ ଦୋକାନ ଖୋଲିବାକୁ ନେଇ ନେଇ ରାଜଧାନୀରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା। ଆଜି ଖଦି ଭବନ ନିକଟରେ ଖୋଲିଥିବା ମଦ ଦୋକାନ ସମ୍ମୁଖରେ ଶତାଧିକ ମହିଳା ଓ ଯୁବତୀ ସାମିଲ ହୋଇ...

Follow us

0FansLike
0FollowersFollow
0FollowersFollow
0SubscribersSubscribe

Latest news

Skip to toolbar