କନ୍ଧମାଳ ଠାରେ AIDS ଦିବସ ପାଳିତ ହୋଇଯାଇଛି ।

!!! କନ୍ଧମାଳ ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!! ଏଥର ସମ୍ଭାଳ (କନ୍ଧମାଳ) - କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ବିଶ୍ୱ ଏଡସ ଦିବସ ପାଳନ ହୋଇଯାଛି । ଏଥିରେ...

ଗୁଣୁପୁର ଠାରେ AIDS ଦିବସ ପାଳିତ !

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ !!! ଏଥର ସମ୍ଭାଳ (ଗୁଣୁପୁର) - ସମଗ୍ର ବିଶ୍ୱରେ ଆଜି ବିଶ୍ବ ଏଡସ୍ ଦିବସ ପାଳନ କରାଯାଉଛି ।...

୩୮,୪୨୭ କୋଟି ଟଙ୍କାର ହିସାବ ଗାଏବ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଦେଲେନାହିଁ, ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ...

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) -୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର...

ପାଣ୍ଡୁଗୁଡା ଠାରେ ପଲ୍ଲିସଭା ବୈଠକ ଅନୁଷ୍ଠିତ !

!!! ଚକାପାଦ ବ୍ଲକ ପ୍ରତିନିଧି ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ !!! ଏଥର ସମ୍ଭାଳ (ଚକାପାଦ) - କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଲାଇନପଡା(ଲା...

ପୁଣି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ ; ବିଧାନସଭା ରେ ପରିବହନ ମନ୍ତ୍ରୀ କଲେ ଘୋଷଣା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଜନସାଧାରଣଙ୍କ ସମସ୍ୟାକୁ ବୁଝିପାରିଛନ୍ତି ରାଜ୍ୟ ସରକାର । ନୂଆ ଟ୍ରାଫିକ ନିୟମ ତଥା ଆରଟିଓ ଯାଞ୍ଚକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି...

ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା ; ବାନ୍ଧବୀ ଙ୍କ ସହ ଟୁର ରେ ଯାଇ ଫସିଗଲେ ରାଜ୍ୟ ପର୍ଯ୍ୟଟନ...

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା। ବାନ୍ଧବୀଙ୍କ ସହ ଟୁର ରେ ଯାଇ ଫସିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ...

ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! ଏଥର ସମ୍ଭାଳ (ପାରଳାଖେମୁଣ୍ଡି) -...

ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି – ମାନସ ମଙ୍ଗରାଜ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି । ମୁଁ ସାମ୍ବାଦିକମାନଙ୍କ ଦୁଃଖ ଓ କଷ୍ଟକୁ ମୁଁ ଅନୁଭବ କରିପାରିଛି । ତେଣୁ ସାମ୍ବାଦିକମାନଙ୍କ ସ୍ୱତନ୍ତ୍ର...

ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ...

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!! ଏଥର ସମ୍ଭାଳ (ଧର୍ମଗଡ଼) - କଳାହାଣ୍ଡି ଜିଲ୍ଲା ଧର୍ମଗଡ...

ଭାରତ ର ସମ୍ବିଧାନ ଆଧ୍ୟାତ୍ମିକତା ଭିତ୍ତି ଉପରେ ପ୍ରତିଷ୍ଠିତ – ରାଜ୍ୟପାଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଭାରତର ସଂବିଧାନ ଆଧ୍ୟାତ୍ମିକତା ଭିତ୍ତି ଉପରେ ପ୍ରତିଷ୍ଠିତ ଯେଉଁଥିରେ ମାନବୀୟ ମୂଲ୍ୟବୋଧ ବିଶେଷ ଭାବରେ ପ୍ରତିଫଳିତ । ଲୋକମାନଙ୍କର ଆଶା, ଆକାଂକ୍ଷା...

Follow us

0FansLike
0FollowersFollow
0FollowersFollow
0SubscribersSubscribe

Latest news

Skip to toolbar