ଆଉ ଜଳମଗ୍ନ ହେବନି ଭୁବନେଶ୍ୱର ରେଳ ଷ୍ଟେସନ୍
ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ଭୁବନେଶ୍ୱର ଷ୍ଟେସନ୍ ୟାର୍ଡ଼ରୁ ଜମୁଥିବା ଜଳ ନିଷ୍କାସନ ନିମନ୍ତେ ମାଇକ୍ରୋଟନେଲିଂ ପଦ୍ଧତି ଲାଗୁ କରିଛି। ଯାହା ଆଗରୁ ରେଳବାଇର ସଙ୍କେତ ପଦ୍ଧତିକୁ କେବଳ ବାଧା ଉପୁଯାଉ ନ ଥିଲା...
ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର : ଏମିତି ଚାଲିଛି ରାଜଧାନୀର ମହିଳା ଥାନା !
ଏଥର ସମ୍ଭାଳ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।...
ମାସେ ହେଲା କ୍ୟାପିଟାଲ ହସ୍ପିଟାଲ ସିଟି ସ୍କାନ୍ ବନ୍ଦ
ଭୁବନେଶ୍ୱର: ଗତ ୧ମାସ ହେଲାଣି କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍ ମେସିନ୍ ବନ୍ଦ ହୋଇ ପଡ଼ିଛି। ଶହ ଶହ ରୋଗୀ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ପରୀକ୍ଷା ପାଇଁ ଯାଉଛନ୍ତି। ମାତ୍ର ଏଥିପ୍ରତି ହସ୍ପିଟାଲ...
ବିଏମ୍ସିର ଫମ୍ପା ଧମକ
ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀରେ ହୋର୍ଡିଂ ଲଗାଇଥିବାରୁ ବିଏମ୍ସି ପକ୍ଷରୁ ବିଭିନ୍ନ ସଂସ୍ଥାକୁ ଜରିମାନା ନୋଟିସ୍ କରାଗଲା। ଏପରିକି ୭ଦିନ ମଧ୍ୟରେ ଜରିମାନା ଅର୍ଥ ନଦେଲେ ସାର୍ଟିଫିକେଟ୍ କେସ୍ କରି ସମ୍ପତ୍ତି ଜବତ...
୧୬ରୁ ମୟୂରଭଞ୍ଜ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ‘ମୟୂରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ୱର’ ପକ୍ଷରୁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ‘୭ମ ମୟୂରଭଞ୍ଜ ଉତ୍ସବ’ ଅନୁଷ୍ଠିତ ହେବ। ଏଥିରେ ମୟୂରଭଞ୍ଜର କଳା, ସଂସ୍କୃତି, ପର୍ଯ୍ୟଟନ...
ରମାଦେବୀ ବିଶ୍ୱବିଦ୍ୟାଳୟ ଓ ସିଫା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର,: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ଓ ଜୀବ ବିଜ୍ଞାନ ଏବଂ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ଗବେଷଣା ଅନୁଷ୍ଠାନ(ସିଫା) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଶ୍ୱବିଦ୍ୟାଳୟ...
ଆନ୍ଦୋଳନକୁ ଓହ୍ଲାଇଲେ ମହିଳା
ଭୁବନେଶ୍ୱର: ମଦ ଦୋକାନ ଖୋଲିବାକୁ ନେଇ ନେଇ ରାଜଧାନୀରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା। ଆଜି ଖଦି ଭବନ ନିକଟରେ ଖୋଲିଥିବା ମଦ ଦୋକାନ ସମ୍ମୁଖରେ ଶତାଧିକ ମହିଳା ଓ ଯୁବତୀ ସାମିଲ ହୋଇ...
ଗଡ଼ିଲାନି ବସ୍; ଦିନତମାମ ଯାତ୍ରୀ ହନ୍ତସନ୍ତ
ଖଣ୍ଡଗିରି: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ଯୋଗୁଁ ଆଜି ଦିନତମାମ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଖାଇବା ପିଇବାଠାରୁ ବିଶ୍ରାମ ନେବା ପର୍ଯ୍ୟନ୍ତ ସବୁଥିରେ ଯାତ୍ରୀମାନେ...
ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ଖୋଲିଲା ସ୍ନାକ୍ସ ବାର୍
ବାରଙ୍ଗ: ନନ୍ଦନକାନନର ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ସ୍ନାକ୍ସ ବାର୍। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବିସ୍କୁଟ, ଚା, କଫି, ମୃଦୁ ପାନୀୟ ଆଦି ଉପଲବ୍ଧ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ...
୧୫ ଏପ୍ରିଲ, ଗୁରୁବାର – ଆଜି ର ରାଶିଫଳ
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)
ମେଷ : ଘରୋଇ ସମସ୍ୟୁକୁ ବ୍ୟସ୍ତ ବିବ୍ରତ ହୋଇଯିବେ। ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ। ସୁଅର୍ଜିତ ଧନ ପ୍ରଭାବିତ ରହିବ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର- ତୁଳସୀ ଗଛ ମୂଳରେ ଗୁଡ...