ଜଗା ପାଖକୁ ଆସିଲା ଅଣସର ଫଳଭାର…!
ଏଥର ସମ୍ଭାଳ ବ୍ୟୁରୋ(ପୁରୀ)- ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀକ୍ଷେତ୍ରରୁ ଆସି ପହଞ୍ଚିଛି ଅଣସର ଫଳଭାର। ନିଆଳିର ଶ୍ରୀମାଧବାନନ୍ଦ ଜିଉପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି...
ସତ୍ୟବାଦୀ ର ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ପତ୍ନୀ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ...
ଏଥର ସମ୍ଭାଳ ବ୍ୟୁରୋ (ପିପିଲି) - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଓହ୍ଲାଇଲେ ଜଣେ ବିଧାୟକଙ୍କ ପତ୍ନୀ। ସେ ସମିତି ସଭ୍ୟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାଁ...
ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ମନା…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା। ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି...
“କୋଣାର୍କ ମିଡ଼ିଆ ଫୋରମ” ର ନୁତନ କର୍ମକର୍ତ୍ତା ଚୟନ…!
!!! ପୁରୀ ଜିଲ୍ଲା କୋଣାର୍କ ରୁ ଜ୍ଞାନ ରଞ୍ଜନ ସାହୁ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(କୋଣାର୍କ)- କୋଣାର୍କ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ "କୋଣାର୍କ ମିଡ଼ିଆ ଫୋରମ" ର ମଙ୍ଗଳବାର ମଧ୍ୟାହ୍ନରେ...
ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ; ଏସ୍ଓପି ଉଲ୍ଳଘଂନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ) - ଚନ୍ଦନ ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ ପୂରା ଆକ୍ସନ ମୁଡରେ ଅଛି ପୁରୀ ପୁଲିସ୍। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ ଓ...
ଘନ କୁହୁଡ଼ି ଲାଗି ପୁରୀରେ ଦେଖାଯାଉନି ଶ୍ରୀମନ୍ଦିର ଓ ସମୁଦ୍ର ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଆଜି ରାଜଧାନୀ ଭୁବନେଶ୍ୱର ଓ କଟକକୁ କୁହୁଡ଼ି ଢାଙ୍କି ରଖିଛି। ଆଜିକୁ ମିଶାଇ ଲଗାତାର ଚାରି ଦିନ ହେଲା ଏ ଦୁଇ ସହରରେ କୁହୁଡ଼ି ପଡୁଛି। ଶନିବାର...
ଶ୍ରୀଜିଉଙ୍କ ଦର୍ଶନ ଅନୁମତି ପାଇଲେ ଭଡ଼ାଟିଆ ଓ କର୍ମଜୀବୀ …!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଆଜିଠାରୁ ଭଡ଼ାଟିଆ ଓ କର୍ମଜୀବୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ସୂଚନାଯୋଗ୍ୟ, ଦୀର୍ଘ ୯ ମାସର...
ରଥଖଳା ଚଳଞ୍ଚଚଳ, ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ..!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଶ୍ରୀନଅର ସମ୍ମୁଖ ରଥଖଳା ଚଳଚଂଚଳ। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ତୁମ୍ବ କାମ ଆରମ୍ଭ ହୋଇଛି। ତିନିରଥ...
ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗିଲା କିଏ ? ତଦନ୍ତ କରିବ ୫ ଜଣିଆ ଟିମ୍…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଲା କିଏ? ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ବା ଜିଲ୍ଲା ପ୍ରଶାସନ କାହା ପାଖରେ କିଛି...
ବିଶ୍ୱ ଦେଖିଲା ବିସ୍ମୟ ଯାତ୍ରା, ଶରଧା ବାଲିରେ ବିଶ୍ୱ ନିୟନ୍ତା…..!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ଆଜି ଥିଲା ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି କାଳିଆ ସାଆନ୍ତ ଜନ୍ମବେଦୀକୁ ଯାଇଛନ୍ତି। ହେଲେ ଗତବର୍ଷ ପରି ଏଥର ମଧ୍ୟ ମହାପ୍ରଭୁଙ୍କ...