ମରୁଡ଼ି ସ୍ଥିତି: ଆକଳନ କରିବ ବିଜେପିର ୪ଟିମ୍, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟାର୍ଗେଟ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବର୍ଷା ଓ ଜଳସେଚନ ଅଭାବରୁ ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଇ ବିଜେପି ଆଜି କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ମରୁଡ଼ି...
ଜବାବ ଦେଲେ ପୀତାମ୍ୱର ଆଚାର୍ଯ୍ୟ: କହିଲେ-ପ୍ରଣବ ପ୍ରକାଶ ଆଇନ ବିଷୟରେ ଅଜ୍ଞ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସନ୍ସାଇନ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସୃଷ୍ଟି ହୋଇଛି ମୁହାଁମୁହିଁ ପରିସ୍ଥିତି। ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ।...
ଅମରିନ୍ଦରଙ୍କ ପଦ ଯିବାପରେ ଗେହଲଟଙ୍କ ଛାତି ଧଡଧଡ….!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଞ୍ଜାବରେ କଂଗ୍ରେସ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ରାଜସ୍ଥାନ ଏବଂ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ନେଇ କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସ ଏବେ...
ତୈଳ ଦରକୁ ନେଇ ଏନଡିଏରେ ଆରମ୍ଭ ହେଲା ମତଭେଦ….!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) - ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି। ଏବେ ଏହି ଦର ବୃଦ୍ଧିକୁ ନେଇ ଖୋଦ ବିଜେପି ନେତ୍ୱାଧୀନ...
ଲୋକସଭା ରେ ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ସ୍ୱର ଉତ୍ତୋଳନ !
!!! ନୂଆପଡା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ - କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦେଖା ଦେଇଥିବା ଧାନ ମଣ୍ଡି ର ସମସ୍ୟା ଏବଂ ରାଜ୍ୟ ସରକାର ଓ ମିଲରଙ୍କ...
ନବୀନ୍ ଙ୍କ ପଞ୍ଚମ ଇନିଂସ ଆରମ୍ଭ !
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ| ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ...
ଆଇନଜୀବୀଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବିଜେଡି ଆଇନ ସାମ୍ମୁଖ୍ୟ…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ନିଜସ୍ୱ ମହତ୍ୱାକାଂକ୍ଷୀ ‘ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା’ରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟର ବିଜେଡି ସରକାର ଡିଣ୍ଡିମ...
ମନ ଜିଣିବାକୁ ନବୀନ ଙ୍କ ବଡ଼ ଷ୍ଟ୍ରାଟେଜି….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗରିବଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ, ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଯୁବବର୍ଗଙ୍କୁ ଫୋକସ୍ ଦିଆଯାଇଛି। ଆଉ ଏବେ ମହିଳାଙ୍କ ଉପରେ ରାଜ୍ୟ ସରକାର...
ପାଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି….!
ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ବାଜି ସାରିଛି ବିଗୁଲ। ସବୁ ଦଳର ନେତାମାନେ ଆରମ୍ଭ କରିଦେଇଛନ୍ତି କସରତ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଅଣ୍ଟା ଭିଡିଛନ୍ତି।...
ଖରସ୍ରୋତା ମେଗା ପ୍ରକଳ୍ପର ଜାଲ୍ ରିପୋର୍ଟ ଦେଲା କିଏ, କ୍ରାଇମବାଂଚ ତଦନ୍ତ ହେଉ – କଂଗ୍ରେସ
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ହାଇଦ୍ରାବାଦ ଆଇଆଇଟିର ଜାଲ୍ ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି। ଏହି ଜାଲ୍...