କ୍ୟାନସର୍ ଓ ଆସ୍ଥମା ଦୂର କରିବ କଳା ହଳଦୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଘରେ ହଳଦିଆ ରଙ୍ଗର ହଳଦୀ ଥିବା ଦେଖିଥିବେ କିନ୍ତୁ କେବେ କ’ଣ କଳା ରଙ୍ଗର ହଳଦୀ ବିଷୟରେ ଶୁଣଇଛନ୍ତି କି। ବେଶ କମ୍ ସ୍ଥାନରେ ହିଁ କଳା ହଳଦୀ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ସେବନ କରନ୍ତୁ ଏହି ୭ ଜିନିଷ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶୀତ ଋତୁରେ ବିଭିନ୍ନ ରୋଗରୁ ବଞ୍ଚିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଜରୁରୀ। ଏଭଳି ସ୍ଥିତିରେ ଗ୍ରୀନ୍ ଡାଏଟ୍ ସହ କିଛି ଆୟୁର୍ବେଦ ଔଷଧ...

ଭୋକ ଲାଗିଲେ ମୁଣ୍ଡବିନ୍ଧା ହେଉଛି କି? ହୋଇଯା’ନ୍ତୁ ସାବଧାନ;ନହେଲେ ହୋଇପାରେ ଭୟାନକ ସମସ୍ୟା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) -ମୁଣ୍ଡବିନ୍ଧା ହେବା ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଏକ ସାଧାରଣ କଥା। ମାଇଗ୍ରେନ ଥିଲେ ସାଧାରଣତଃ ମୁଣ୍ଡବିନ୍ଧା ହୁଏ । ବେଳେ ବେଳେ ଭୋକ ଲାଗିଲେ ବି...

ଜାଣନ୍ତୁ , ଶୀତ ଦିନେ ‘ପାଳଙ୍ଗ ଡାଲି’ ଖାଇଲେ କ’ଣ ହେବ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ‘ପାଳଙ୍ଗ ଡାଲି’ ନାଁ ଶୁଣିଲେ ଅନେକ ଲୋକଙ୍କ ମୁହଁରେ ପାଣି ଆସିଯାଏ। ପାଳଙ୍ଗ ଶାଗ ପକାଇ ତିଆରି କରାଯାଇଥିବା ଡାଲି ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ...

ଜାଣନ୍ତୁ ମାଟି କପରେ ଚା’ ପିଇବା ଫାଇଦା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) -ଅଧିକାଂଶ ଲୋକଙ୍କ ଚା’ରୁ ଆରମ୍ଭ ହୋଇଥାଏ ନୂଆ ସକାଳ। ଅଫିସ ବା କୌଣସି କାମରୁ ଥକି ଯାଇଥିବା କଛି ଲୋକଙ୍କ ପାଇଁ ଚା’ ଏନର୍ଜି ଡ୍ରିଙ୍କ ଭଳି...

ସ୍ୱାଦ ଓ ଶୁଙ୍ଘିବା ଶକ୍ତି ଚାଲିଯାଇଥିଲେ ଆପଣାନ୍ତୁ ଏହି ଉପାୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - କରୋନା ମହାମାରୀର ସବୁଠୁ ପ୍ରମୁଖ ଲକ୍ଷଣ ହେଉଛି ସ୍ୱାଦ ଏବଂ ଶୁଙ୍ଘିବା ଶକ୍ତି ହରାଇବା। ଭାଇରାଲ ଜ୍ୱର କିମ୍ବା ଥଣ୍ଡା ହେଲେ ମଧ୍ୟ ମଣିଷ ଶରୀରରେ...

ପ୍ରତ୍ୟେକ ଦିନ ଶିଡି ଚଢିଲେ ହାର୍ଟ କେତେ ସୁସ୍ଥ ରହିବ ଜାଣନ୍ତୁ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) -ସାଧାରଣତଃ ଶିଡି ଚଢ଼ିଲା ବେଳେ ହାର୍ଟ ବିଟ୍ ବଢ଼ିଯାଏ । ଧଇଁସଇଁ ଲାଗେ। ଛାତି ଧଡ ଧଡ ମଧ୍ୟ ହୁଏ। ଏହାକୁ ନେଇ ବେଳେ ବେଳେ ଆମେ...

ଓଜନ କମାଏ ଛତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ସାଧାରଣତଃ ଛତୁ ନିରାମିଷାଶୀ ବ୍ୟକ୍ତିଙ୍କ ସବୁଠାରୁ ମନପସନ୍ଦ ଖାଦ୍ୟ। ଛତୁ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ମଧ୍ୟ ସେତିକି ଭଲ। ଛତୁ କମ୍‌ କ୍ୟାଲୋରୀ ଯୁକ୍ତ...

ତ୍ୱଚାର ଚମକ ବଢ଼ାଏ ବନ୍ଧାକୋବି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ଅନେକ ଫେସ ପ୍ୟାକ୍ ଓ ବିଭିନ୍ନ ବ୍ୟୁଟି କ୍ରିମ ବ୍ୟବହାର କରିଥାନ୍ତି ।...

ଶୀତ ଦିନେ ଅଧିକ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) -  ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ । ଗରମ ଦିନ ତୁଳନାରେ ଶୀତ ଦିନେ ସାଧାରଣତଃ ଶରୀରରୁ କମ...

Latest news