କୋଳଥରେ ରହିଛି ଏହି ସବୁ ଚମତ୍କାରୀ ଔଷଧୀୟ ଗୁଣ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଅନେକ ଲୋକ କୋଳଥ ଖାଇବାକୁ ବେଶ୍ ଭଲପା’ନ୍ତି। କୋଳଥ ଡାଲି ବେଶ୍‌ ସୁଆଦିଆ ଲାଗେ। ହେଲେ ଆପଣ ଜାଣନ୍ତି କି, ପାଟିକୁ ସୁଆଦିଆ ଲାଗୁଥିବା ଏହି ଡାଲିଜାତୀୟ...

ବାଇଗଣ ଖାଆନ୍ତୁ, ଆଉ ଏସିଡିଟି ହବନି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ସମସ୍ତଙ୍କ ରୋଷେଇ ଘରେ ଏକ ସାଧାରଣ ପରିବା ହେଉଛି ବାଇଗଣ। ଏହାକୁ ଆମେ ଦୈନନ୍ଦିନ ଖାଦ୍ୟରେ ଅଧିକ ମାତ୍ରାରେ ବ୍ୟବହାର କରିଥାଉ। ପୋଡ଼ି କିମ୍ୱା ସିଝାଇ...

ଆପଣଙ୍କ ଅବସାଦ ଦୂର କରିବ ଜୀବନସାଥୀଙ୍କ କଳ୍ପନା !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) - ଯେବେ ଆପଣ ଚିନ୍ତାରେ କିମ୍ୱା କୌଣସି ସମସ୍ୟାରେ ରହୁଛନ୍ତି, ତେବେ ସେହି ସମୟରେ ଆପଣ ନିଜ ପାର୍ଟନର୍‌ଙ୍କ କଥା ଚିନ୍ତା କରନ୍ତୁ। ଆପଣ ଚିନ୍ତାରୁ ମୁକ୍ତି...

ବୟସ୍କମାନେ ବି ଏହି ସବୁ କାମ ପାଇଁ ବ୍ୟବହାର କରି ପାରିବେ ‘ବେବି ପାଉଡର୍’ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର୍‌ ପ୍ରାୟ ସମସ୍ତେ ବ୍ୟବହାର କରିଥା’ନ୍ତି। ଶିଶୁଙ୍କ ସ୍କିନ୍‌ ଖୁବ୍‌ କୋମଳ ଥିବାରୁ ଇଆଡୁ ସିଆଡୁ ପାଉଡର୍‌ ବଦଳରେ ‘ବେବି...

ଅତ୍ୟଧିକ ଗରମ ଚା’ ପିଉଛନ୍ତି କି? ସାବଧାନ୍, ହୋଇପାରେ କ୍ୟାନ୍‌ସର୍ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଚା’ ସାଧାରଣତଃ ଗରମ ହିଁ ପିଆଯାଏ। କାରଣ ଚା’ ଗରମ ଥିଲେ ହିଁ ପାଟିକୁ ତାଜା ଅନୁଭବ ଦିଏ। ତେବେ ଆପଣ ଜାଣନ୍ତି କି, ଅତ୍ୟଧିକ...

କେଶ ଝଡ଼ିବା ବନ୍ଦ ହେବ, ଖାଆନ୍ତୁ ଏହି ସବୁ ଖାଦ୍ୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ପ୍ରାୟ ସବୁ ମହିଳା ଚାହାନ୍ତି ତାଙ୍କର ଲମ୍ବା, ଘନ ଓ ସୁନ୍ଦର କେଶ ହେଉ। କିନ୍ତୁ ଅବ୍ୟବସ୍ଥିତ ଜୀବନଶୈଳୀ, ପ୍ରଦୂଷଣ ଓ ଖାଦ୍ୟପେୟରେ ଅନୀୟମିତତା ଯୋଗୁ...

ଶୀତଦିନେ ଖାଆନ୍ତୁ ସବୁଜ ଚଣା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଶୀତଦିନେ ଆପଣ ସ୍ୱାଦଯୁକ୍ତ ଖାଦ୍ୟର ଭରପୂର ମଜା ନେଇପାରିବେ। ଆପଣ ଯଦି ଫୁଡି, ଏହି ଋତୁ ହିଁ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ। ଏହି ଋତୁରେ...

ଆସିଡିଟିରୁ ମୁକ୍ତି ପାଇଁ ଏହି ୬ଟି ସାମଗ୍ରୀରୁ ଦୂରେଇ ରୁହନ୍ତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଅନିୟମିତ ଜୀବନଚର୍ଯ୍ୟା ଓ ଖାଦ୍ୟ ଯୋଗୁ ଅଧିକାଂଶ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ନ୍ତି। ଏହିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆସିଡିଟି। ଆସିଡିଟି ବା...

‘ଚିକେନ୍‌ ପକ୍ସ’ ଦାଗ ଦୂର କରିବାର ସବୁ ଘରୋଇ ଉପଚାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ଏମିତି ଏକ ରୋଗ ଯାହା ହେବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ପଡ଼ି ଫଳି ଯିବା ସହ ଖୁବ୍‌...

ଚା’ ସହ ଏହି ସବୁ ଜିନିଷ ଖାଇଲେ ହୋଇପାରେ କ୍ଷତିକାରକ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ପ୍ରାୟ ଅଧିକାଂଶ ଲୋକଙ୍କ ଦିନ କପେ ଚା’ କିମ୍ବା କଫିରୁ ଆରମ୍ଭ ହୋଇଥାଏ। କିଛି ଲୋକ ଚା’ ସହିତ ସ୍ନାକ୍ସ ମଧ୍ୟ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି...

Follow us

0FansLike
0FollowersFollow
0FollowersFollow
0SubscribersSubscribe

Latest news

Skip to toolbar