ମମତା – ସିବିଆଇ ଖଣ୍ଡଯୁଦ୍ଧ, ମମତାଙ୍କୁ ସମର୍ଥନ ଦେବେନି ନବୀନ !
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ସିବିଆଇ କାର୍ଯ୍ୟକଳାପକୁ ବିରୋଧ କରି ମମତା ଧାରଣାରେ ବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଜି ସୁପ୍ରିମ୍କୋର୍ଟରେ ସିବିଆଇ କରିଥିବା ଆବେଦନର ଶୁଣାଣି ହୋଇଛି । କୋଲକତା...
ଓଡ଼ିଶା ଏମ୍ଏସ୍ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା : ଭାରତ-ଭିଏତ୍ନାମ ବାଣିଜ୍ୟ କାରବାର ୪୦% ବଢ଼ିଛି !
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ରାଜ୍ୟର ଅର୍ଥନୀତିକୁ ଏମ୍ଏସ୍ଏମ୍ଇଗୁଡିକର ଯୋଗଦାନ ଅନନ୍ୟ। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦେଶ୍ୟରେ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରଧାନ୍ୟ ଦେବା ସହ ଅନେକ...
ଶାହାଙ୍କୁ ବିଜେଡିର ଜବାବ : ବିଜେପି ଭୟଭୀତ, କଂଗ୍ରେସ ସହ ସମ୍ପର୍କ ବକ୍ତବ୍ୟ ହାସ୍ୟାସ୍ପଦ
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ସାଲେପୁର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶାସକ ଦଳ ବିରୋଧରେ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡ଼ି। ବିଜେପି କର୍ମୀଙ୍କ ଭାଙ୍ଗିଯାଇଥିବା ମନୋବଳକୁ ସଜାଡ଼ିବାକୁ...
ସେଲଫି ବେବୋ ମୃତ୍ୟୁ ଘଟଣା ; ଦୁଇଦିନିଆଁ ରିମାଣ୍ଡରେ ଅଭିଯୁକ୍ତ ଯୁବରାଜ, ମାଆଁ ଓ କାକା ଫେରାର !
ଏଥର ସମ୍ଭାଳ ବ୍ୟୁରୋ (ବୁର୍ଲା) - ବହୁଚର୍ଚ୍ଚିତ ସେଲଫି ବେବୋ ସିମ୍ରନ ସିଂ ମୃତ୍ୟୁ ମାମଲାରେ କୋର୍ଟଙ୍କ ନିର୍ଦେଶ କ୍ରମେ ବୁର୍ଲା ପୁଲିସ ଅଭିଯୁକ୍ତ ଯୁବରାଜ ସୁନା ଓରଫ ୟୁଗ୍କୁ ଆଜି ୨ ଦିନିଆଁ...
ନବୀନଙ୍କ ‘କାଳିଆ’ପ୍ରୀତି,ରାହୁଲଙ୍କ କୃଷି ଋଣ ଛାଡ଼ ; ବିଜେପି ର କଣ ?
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଚାଷୀ ଭୋଟ୍କୁ ହାତେଇବା ପାଇଁ ୩ ଦଳର ପ୍ରାଣମୂର୍ଛା ଉଦ୍ୟମ। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରୁଥିବା...
ଧର୍ମେନ୍ଦ୍ର ଦେଲେ ପ୍ରତିଶ୍ରୁତି କହିଲେ ; କେନ୍ଦ୍ରୀୟ ଅର୍ଥ ଯଦି ବକେୟା ଅଛି ମିଳିବାର ବନ୍ଦୋବସ୍ତ କରିବେ ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅର୍ଥ ଓଡ଼ିଶାକୁ ନମିଳିବା ନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇବା ପାଇଁ...
କଂଗ୍ରେସ : ଦେଢ଼ ଏକର ସରକାରୀ ଜମିକୁ ବେଆଇନ କବଜା କରିଛି ନବୀନ ନିବାସ ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ଭୁବନେଶ୍ୱରର ପଳାଶପଲ୍ଲୀ ଫ୍ଲାଏଓଭର ସରକାରୀ ରାସ୍ତାର ପ୍ରଶସ୍ତିକରଣ ପାଇଁ ଏୟାରପୋର୍ଟ ଅଥରିଟିଙ୍କଠୁ ରାଜ୍ୟ ସରକାର ଆଣିଥିବା ୧.୬ ଏକର ସରକାରୀ ଜମି ଏବେ ନବୀନ ନିବାସର...
ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଶିଷ୍ଟ ଆଦିବାସୀ ନେତା ଡ. ଚୈତନ୍ୟ ପ୍ରସାଦ ମାଝୀଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ସେ...
ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) - ବିଦର୍ଭ ଓ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶଠାରୁ ଦକ୍ଷିଣ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ ରହିଛି। ...
ଆଜି ଆସୁଛନ୍ତି ରାହୁଲ ; ‘ସମାଜ’ ଟାଉନ୍ହଲ୍ କାର୍ଯ୍ୟକ୍ରମରେ ଯୋଗଦେବେ ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ସଫଳ କରିବା...