ମହେଶ ବାବୁ ପଚାରିଲେ, ଝିଅମାନେ କେବେ ସୁରକ୍ଷିତ ହେବେ….?
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ନିକଟରେ ତେଲେଙ୍ଗାନାରେ ଘଟିଛି ଲଜ୍ଜାଜନକ ଘଟଣା। ମାତ୍ର ୬ ବର୍ଷର ଜଣେ ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଛି। ଏହି ଘଟଣା ଏବେ ସମସ୍ତଙ୍କୁ ଥରାଇ ଦେଇଛି। ଏହାକୁ...
ରାଗିଗଲେ ରାଖୀ, କହିଲେ-‘ମିଷ୍ଟର ଚଡ୍ଡାଙ୍କ ଚଡ୍ଡା କାଢ଼ି ଦେବି’…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ରାଗିଗଲେ ବଲିଉଡର ଡ୍ରାମା କୁଇନ୍ ରାଖୀ ସାୱନ୍ତ। କହିଲେ- ‘ମୋ ଠାରୁ ଆଉ ମୋ ନାଁ ଠାରୁ ଦୂରେଇ ରୁହ। ନହେଲେ ମିଷ୍ଟର ଚଡ୍ଡାଙ୍କ ଚଡ୍ଡା କାଢ଼ି ଦେବି।’...
ଆଇଟି ଜାଲରେ ଫସିଲେ ସୋନୁ ସୁଦ୍, ଫାଙ୍କିଛନ୍ତି ୨୦ କୋଟି…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ରିଲ୍ରୁ ରିଅଲ୍ ହିରୋ ସାଜିଥିବା ସୋନୁ ସୁଦ ଶେଷରେ ଫସିଲେ। ଆୟକର ରାଡାର୍ରେ ସୋନୁ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ...
‘ବଚପନ୍ କା ପ୍ୟାର୍’ ପରେ ସହଦେବଙ୍କ ଆଉଏକ ଗୀତ ଭାଇରାଲ୍….!
ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ‘ବଚପନ୍ କା ପ୍ୟାର୍’ ଭାଇରାଲ୍ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଛତିଶଗଡ଼ର ସହଦେବ ଦିର୍ଦୋଙ୍କର ଆଉ ଏକ ଗୀତ ଭାଇରାଲ୍ ହେଉଛି। ସେ ‘ମନୀ ହିଷ୍ଟ’ର ଆଇକନିକ୍...
ଇଡି ଜାଲରେ ଫସିଲେ ଜ୍ୟାକ୍ଲିନ୍…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଇଡି ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ତିଜ। ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଘେରିଛି। ଦିଲ୍ଲୀରେ ତାଙ୍କୁ ପ୍ରାୟ ୫ ଘଣ୍ଟା ହେଲା ପଚରାଉଚରା...
ଅମିତାଭଙ୍କ ଅଙ୍ଗରକ୍ଷୀ ଥିବା ପୁଲିସ୍ କନଷ୍ଟେବଲଙ୍କ ବାର୍ଷିକ ଆୟ ଦେଢ଼ କୋଟି, ତଦନ୍ତ ନିର୍ଦ୍ଦେଶ….!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍ ଷ୍ଟାର ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବେ ନିଯୁକ୍ତ ହୋଇଥିବା ମୁମ୍ବାଇ ପୁଲିସର ଜଣେ କନଷ୍ଟେବଲଙ୍କ ବାର୍ଷିକ ଆୟ ଦେଢ଼ କୋଟି ବୋଲି ଜଣାପଡ଼ିବା ପରେ ତାଙ୍କୁ ବଦଳି...
ଡ୍ରଗ୍ସ କେସ୍ରେ ଫସିଲେ ରକୁଲ ଓ ରାଣା…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଡ୍ରଗ୍ସ କେସ୍ରେ ଫସିଲେ ବାହୁବଳୀର ଭଲ୍ଲାଲଦେବ ଓରଫ ସାଉଥ ସୁପରଷ୍ଟାର ରାଣା ଦଗୁବତୀ। ୪ ବର୍ଷ ପୁରୁଣା ଡ୍ରଗ୍ସ କେସ୍ରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି। କେବଳ...
ପରଦାକୁ ଫେରିବେ ରକି ଭାଇ…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପୁଣି ଶୁଭିବ ସଲାମ ରକି ଭାଇ.. ସଲାମ ରକି ଭାଇ..। କରତାଳିରେ ଫାଟିବ ସିନେମା ହଲ। ବଡ଼ ପରଦାକୁ ଫେରିବେ ରକି ଭାଇ। ଅପେକ୍ଷାର ଘଟିବ ଅନ୍ତ। ମୁହାଁ...
ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ‘ଶ୍ରୀମନ୍ଦିର’ର ଶୀର୍ଷକ ଗୀତ…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଅଗଷ୍ଟ ୩୦ ତାରିଖରୁ ‘ତରଙ୍ଗ ଟିଭି’ ଓ ‘ତରଙ୍ଗ ପ୍ଲସ’ରେ ପ୍ରସାରିତ ହେବ ଧାରାବାହିକ ‘ଶ୍ରୀମନ୍ଦିର’। ପ୍ରତି ସୋମବାରରୁ ଶନିବାର ରାତି ସାଢ଼େ ୯ଟାରେ ଏହା ପ୍ରସାରିତ ହେବ।...
ମନୋଜ ଶ୍ରେଷ୍ଠ ଅଭିନେତା, ସମନ୍ଥା ଶ୍ରେଷ୍ଠ ଅଭିନେତ୍ରୀ…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ ଅଭିନେତା ମନୋଜ ବାଜପେୟୀ ହେଲେ ଶ୍ରେଷ୍ଠ ଅଭିନେତା। ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ମେଲବର୍ଣ୍ଣରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇଲେ ମନୋଜ। ସେହିପରି ସମନ୍ଥା ଅକିନେନିଙ୍କୁ ମିଳିଲା...