କ’ଣ ପାଇଁ ଉଲଗ୍ନ ଫଟୋ ଛାଡ଼ିଲ ? ମୁମ୍ବାଇ ପୁଲିସକୁ ଜବାବ ଦେବେ ରଣବୀର…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ନ୍ୟୁଡ୍ ଫଟୋ ଶୁଟ୍ କରି ଅଡ଼ୁଆରେ ବଲିଉଡ୍ ଅଭିନେତା ରଣବୀର ସିଂହ। ରଣବୀର ସିଂହଙ୍କୁ ସମନ କରିବ ମୁମ୍ବାଇ ପୁଲିସ। ଅଗଷ୍ଟ ୨୨ରେ ହାଜର ହେବେ ରଣବୀର ।...
ପୁଣି ସୁସ୍ମିତାଙ୍କ ଉପରେ ଫିଦା ହେଲେ ଲଳିତ ମୋଦି…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପୁଣି ଚର୍ଚ୍ଚାରେ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ ଓ ବିବଦୀୟ ବ୍ୟବସାୟୀ ଲୋଳିତ ମୋଦିଙ୍କ ପ୍ରେମ ସମ୍ପର୍କ। ସୁସ୍ମିତା ସେନ୍ଙ୍କ ଉପରେ ପୁଣି ଫିଦା ହୋଇଛନ୍ତି...
ଆସୁଛି ପ୍ରକୃତି ମିଶ୍ରଙ୍କ ଆଗାମୀ ଚଳଚିତ୍ର ‘ଦ୍ରୌପଦୀ’…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସୁଛି ‘ଦ୍ରୌପଦୀ’। ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଥିବା ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅପ୍କମିଂ ଫିଲ୍ମ ‘ଦୌପଦୀ’। ଏହି ଫିଲ୍ମଟି ଓଡ଼ିଆ ଓ ହିନ୍ଦୀ ଭାଷାରେ...
ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୁହଁ ଖୋଲିଲେ ଓଲିଉଡ୍ ଅଭିନେତା ବାବୁଶାନ୍ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ। ନିଜ ସମ୍ପର୍କକୁ ନେଇ ବଖାଣିଲେ। ଖାରବେଳନଗର ଥାନାରେ ଏଫଆଇଆର୍ ଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଦୁଇ...
ବଦଳିବନି ନାଁ, ଘୁଞ୍ଚିବନି ରିଲିଜ ତାରିଖ ; ରୋକ୍ଠୋକ୍ କହିଲେ ସୁପ୍ରିମକୋର୍ଟ…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଗଙ୍ଗୁବାଇକୁ ମିଳିଲା ସୁପ୍ରିମ ଆଶ୍ୱସ୍ତି। ଶାନ୍ତିର ନିଶ୍ୱାସ ନେଲେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି...
ରାଗିଣୀଙ୍କ ସିନ୍ଥିରେ ସିନ୍ଦୂର ଦେଲେ ନିର୍ଦ୍ଦେଶକ ବିକ୍ରମ ଶଙ୍କର….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ହାତକୁ ଦି’ ହାତ ହେଲେ ଓଲିଉଡ୍ର ଚୁଲ୍ବଲି ଷ୍ଟାଇଲିଷ୍ଟ୍ ନାୟିକା ରାଗିଣୀ ସୁତ୍ରଧର। ସେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ଗୋଆର ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଶଙ୍କରଙ୍କୁ...
ମହେଶ ମଞ୍ଜରେକରଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ….!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଢ଼ିଲା ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ଅଡ଼ୁଆ। ମହେଶଙ୍କ ବିରୋଧରେ ଆଇପିସି ଏବଂ ପୋକ୍ସୋ ଆଇନର ଅଲଗା ଅଲଗା ଧାରାରେ ମାମଲା ରୁଜୁ କରାଯାଇଛି। ମହେଶ ମଞ୍ଜରେକର...
ଫିଲ୍ମ ରିଲିଜ୍ର ଦିନକ ପୂର୍ବରୁ ଆଲିଆ ଭଟ୍ଟଙ୍କୁ ଶକ୍ତ ଝଟ୍କା….!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଫିଲ୍ମ ରିଲିଜ୍ର ଦିନକ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ।...
ସଲମାନଙ୍କ ଶୋ’ରେ ଅଗ୍ନିକାଣ୍ଡ, ଜଳିଗଲା ସେଟ୍…!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଭାଇଜାନ ସଲମାନ ଖାନ୍ଙ୍କ ବହୁ ଚର୍ଚ୍ଚିତ ଶୋ’ ବିଗ୍ ବସ୍ରେ ଅଗ୍ନିକାଣ୍ଡ। ଜଳିଗଲା ବିଗ୍ ବସ୍-୧୫ ସେଟ୍। ଏନେଇ ଖବର ସାମ୍ନାକୁ ଆସିଛି। ଏଏନ୍ଆଇ ରିପୋର୍ଟ ମୁତାବକ, ନିଆଁ...
ବିବାହ କରିସାରିଛନ୍ତି ରଣବୀର-ଆଲିଆ….!
ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଆଲିଆ ଭଟ୍ଟ ଦୀର୍ଘ ଦିନ ଧରି ରିଲେସନଶିପରେ ଅଛନ୍ତି। ଏହି ସମ୍ପର୍କ କେବେ ବିବାହର ରୂପ ନେବ, ତାକୁ ନେଇ ଫ୍ୟାନ୍ ଦୀର୍ଘ...