!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସରକାର ଓ ପ୍ରଶାସନ ର ସଚେତନତା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଯେତେବେଳେ ଭତ୍ତା ବଣ୍ଟନ ବ୍ୟବସ୍ଥା କୁ ଡାଇରେକ୍ଟ ଟ୍ରାନ୍ସଫର ବେନିଫିଟ୍ ଅନୁସାରେ ହୀତା ଧିକାରି ମାନଙ୍କ ପାସ୍ ବୁକ୍ ରେ ଟଙ୍କା ଜମା ହେବା କଥା ନ ହେଲେ ଘର ଘର କୁ ଯାଇ ଭତ୍ତା ଟଙ୍କା ଓ ପିଡିଏସ୍ ଚାଉଳ ବାଣ୍ଟିବା କଥା । କିନ୍ତୁ ରାଜଗାଙ୍ଗପୁର ପୋରପଲିକା ରେ ପୌର ନିର୍ବାହୀ ଅଧିକାରି ୟେହି ତାଲା ବନ୍ଦୀ ସମୟରେ ଓ ତାଙ୍କର ସହମୀତରେ ଓ ବେନିୟମ କାମ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାର ଅଛି । ରାସ୍ତାରେ ଯେଉଁମାନଙ୍କୁ ପିଟା ଯାଉଛି ,ତାର ଜବାବ୍ ଦେହି କିଏ ହେବ । କିଛି ସଚେତନ ବ୍ୟକ୍ତି ଏହି କାମ କୁ ବିରୋଧ କରି ବାରୁ,, ରାଜଗାଙ୍ଗପୁର ପ୍ରଶାସନ ରୁ ଫାଇଦା ପାଉଥିବା କିଛି ବ୍ୟକ୍ତି ଅଭିଯୋଗ କରୀଙ୍କୁ ଅଭଦ୍ର ଭାଷାରେ ଗଲି ଦେବା ସହିତ ,ଧମକ ଦେଇଥିଲେ । ରାଜଗାଙ୍ଗପୁର ରେ ବର୍ତ୍ତମାନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ର ୨୧ ଦିନର ଲକଡାଉନ ଅନୁରୋଧ କୁ ବେଖାତିର କରି ସ୍ଥାନୀୟ ଇନ୍ଦିରା ଛକ, ରସିଦ ଛକ,ରବାନି ଛକ, ଇସଲାମ ଛକ ଏବଂ ଭଟାପଡ଼ା ରୋଡ଼ ରେ ସକାଳ ୬ ଟାରୁ ରାତ୍ରି ୧୧ଟା ପର୍ଯ୍ୟନ୍ତ ଜନଗହଳି ଜନଗହଳି ଦେଖିବାକୁ ମିଳୁଛି ଲକଡାଉନ ନିୟମ ର ଉଲଂଘନ କାରୀ ଙ୍କ ପ୍ରତି ପ୍ରଶାସନ କୁ ଅନୁରୋଧ କଡା ପଦକ୍ଷେପ ନବାପାଇଁ ।