!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଣ୍ଡାପାଳ ଗ୍ରାମର ର ମା ବାଲିବାଉତି ଆଂଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ଜାନୁଆରୀ ମାସ ୨୬ତାରିଖ ଦିନ ସୁଧାକର ବ୍ରହ୍ମ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେସାମ୍ବାଦିକ ତଥା ସମାଜ ସେବୀ ଶ୍ରୀ ଯୁକ୍ତ ବିମଳ କୁମାର ଥମ୍ବ , ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ବ୍ରାହ୍ମ, ଉପସ୍ଥିତ ଥିଲେ। ବିଭନ୍ନ ପ୍ରତିଯୋଗିତାରେ କୃତି ବିଦ୍ୟାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଏଥିରେ ସ୍କୁଲ ପ୍ରଧାନ ଶିକ୍ଷକ, ଶ୍ରୀ, ରଣଜୀତି ସାମଲ, ଶିକ୍ଷକ ସୁରେଶ ଚନ୍ଦ୍ର ବରାଳ,ଅରୁପାନଦ, ମହାନ୍ତି,ଅମିୟ, ସାର୍,ଶୁଦଶନ ସାର୍, ସବିତା ମୋରି, ପୃଷ୍ଟି, ଜେନା , ରବି ନାରାୟଣ ବରାଳ, ପ୍ରଫୁଲ୍ଲ କୁମାର ବ୍ରହ୍ମ, ଉପସ୍ଥିତ ଥିଲେ । ଶେଷରେ ସର୍ବେଶ୍ଵର ବ୍ରହ୍ମ, ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here