Home Uncategorized ସରକାରୀ ସହାୟତା ଅପେକ୍ଷା ରେ ବିକଳାଙ୍ଗ ସୁନିଆ ସୋରି…! Uncategorized ସରକାରୀ ସହାୟତା ଅପେକ୍ଷା ରେ ବିକଳାଙ୍ଗ ସୁନିଆ ସୋରି…! By etharasambhala - September 18, 2019 286 0 FacebookTwitterPinterestWhatsApp !!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!! ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ର ସ୍ଵର୍ଗତ ପଦ୍ମନ ସୋରି ଙ୍କ ୨୬ ବର୍ଷିଆ ବିକଳାଙ୍ଗ ଝିଅ ସରକାରୀ ସହାୟତା ଅପେକ୍ଷା ରେ। ସୁନିଆ ସୋରି ଙ୍କ ବୟସ ୬ ବର୍ଷ ହୋଇଥବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡିଛନ୍ତି। ଝିଅ ର ଚିକିତ୍ସା ନିମନ୍ତେ ଆର୍ଥିକ ଯୋଗାଡ଼ ପାଇଁ ବାପା ପଦ୍ମନ ଆନ୍ଧ୍ର କୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ। ସେହି ଦିନ ଠାରୁ ମା ପ୍ରମିଳା ସୁନିଆ ର ସହାଭରସା। ବର୍ତ୍ତମାନ ସୁନିଆ ଙ୍କ ଅବସ୍ଥା ଅତି ଶୋଚନୀୟ ମା ଚାଲି ପାରୁଛନ୍ତି ନା ଠିଆ ହୋଇ ପାରୁଛନ୍ତି। ବିକଳାଙ୍ଗ ଭତ୍ତା ଛଡ଼ା ସୁନିଆ ଙ୍କ ପରିବାରର ଆର୍ଥିକ ସମ୍ବଳ ଅନ୍ୟ କିଛି ନାହିଁ। ସରକାର ଙ୍କ ସହାୟତା ନିମନ୍ତେ ହାତ ପାତିଛନ୍ତି ବିକଳାଙ୍ଗ ସୁନିଆ ଓ ମା ପ୍ରମିଳା ସୋରି। RELATED ARTICLESMORE FROM AUTHOR Uncategorized ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ …! Breaking news ଗଜପତି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅନୁଷ୍ଠିତ…! Breaking news ବେଗୁନିଆପଡା ରେ ଆତ୍ମାରକ୍ଷା କୌଶଳ ତାଲିମ ଶିବିର ଅନୁଷ୍ଠିତ…! LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. Latest news ଚର୍ଚ୍ଚାରେ କାଶୀପୁରର କରିତ କର୍ମା ବିଡିଓ ମହୋଦୟ…! September 30, 2024 ରାୟଗଡା ଜିଲ୍ଲାରେ ୭ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଛି ୨୨ ଟି ହଷ୍ଟେଲ୍ର... September 30, 2024 ରୋଟାରୀ କ୍ଳବ୍ ପକ୍ଷରୁ ସମ୍ବର୍ଦ୍ଧନା ପାଇଲେ ଶିକ୍ଷକ ପ୍ରସନ୍ନ କୁମାର ନାୟକ September 30, 2024 ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ …! September 16, 2024