ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ତାଲିକାରେ ବୀରେନ୍ଦ୍ର କୁମାର ନାଇକ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ବିଜେପି ଅନୁସୂଚିତ ଜାତି (ଏସସି )ମୋର୍ଚ୍ଚା ରାଜ୍ୟ ସଭାପତି ଡ଼. ବିଭୁପ୍ରସାଦ ତରାଇ ଅନୁସୂଚିତ ଜାତି (ଏସସି )ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତିତ ସଦସ୍ୟ ଏବଂ ରାଜ୍ୟ ସଂଯୋଜକ ନାମ ତାଲିକା ଗତ ତା ୦୭/୦୯/୨୦୨୩ ଘୋଷଣା କରିଛନ୍ତି l ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଏହି ତାଲିକାରେ ମୋତେ ସାମିଲ କରିଛନ୍ତି ମୁଁ ନାମ – ବୀରେନ୍ଦ୍ର କୁମାର ନାଇକ, ପିତା -କାସିନାଥ ନାଇକ ଗ୍ରାମ -ବ୍ରାହ୍ମଣପଦର ତେଣୁ ମୁଁ ଭାରତୀୟ ଜନତା ପାର୍ଟିର ରାଜ୍ୟ ନେତୃତ୍ୱ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ,ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଡ଼ ବିଭୁପ୍ରସାଦ ତରାଇ, ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ଓ ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠନିକ (ଗଞ୍ଜାମ )ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ନେତା ତଥା ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୁମ୍ନ ନାୟକ, ନୀଳମାଧଵ ପାତ୍ର ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ l ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଘୁମୁସର ସାଙ୍ଗଠନିକ ଜିଲ୍ଲା (ଗଞ୍ଜାମ )ଓ ମୋ ନିଜ ନିର୍ବାଚନ ମଣ୍ଡଳୀ ଭଂଜନଗର ନିର୍ବାଚନ ମଣ୍ଡଳୀ ରେ ଅନୁସୂଚିତ ଜାତିର ସଂଗଠନ ସୁଦୃଢ କରାଯିବ ।

Leave a Reply

Your email address will not be published. Required fields are marked *