ଏଥର ସମ୍ଭାଳ ବ୍ୟୁରୋ (ଏକାମ୍ର ଭୁବନେଶ୍ୱର) – ଟିକରପଡା ପଞ୍ଚାୟତ ସ୍ଥିତ ବାସୁଆଘାଇ, କଲ୍ୟାଣପୁର,ଟିକରପଡା,ଆଦି ଅଞ୍ଚଳରେ ଆଜି ପଦଯାତ୍ରା କରିଥିଲେ ।
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ରଶ୍ମୀ ମହାପାତ୍ର ଘର ଘର ବୁଲି ଭୋଟ ଭିଖ୍ୟା କରିଥିଲେ ।ଏଥିରେ ଜିଲ୍ଲା କଂଗ୍ରେସ ,ମହିଳା କଂଗ୍ରେସ,ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ,ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇ ପଦଯାତ୍ରାଟିକୁ ସଫଳ କରିଥିଲେ ।