ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଯୋଜନା ପରେ ଯୋଜନା କରି ରାଜ୍ୟ ସରକାର ଲୋକଙ୍କୁ କେବଳ ଭକୁଆ ବନାଉଛନ୍ତି । ଏମିତି ଅଭିଯୋଗ ବାରମ୍ବାର ଉଠୁଥିବା ବେଳେ ଏଥରକ ଯୋଡିହୋଇଛି କମିଶନରେଟ ପୁଲିସର ନା । ସେବା ଯୋଗାଇବା ଆଳରେ ଲୋକଙ୍କ ଭାବନା ସହ ଖେଳଖେଳୁଛି କମିଶନରେଟ ପୁଲିସ । ଆମେ ଏଥିପାଇଁ ଏ ପ୍ରସଂଗ ଉଠାଇଛୁ କାରଣ ବିଗତ ଦିନରେ କମିଶନରେଟ ପୁଲିସ ଯେଉଁ ଯୋଜନା ସବୁ କରିଛି ତାହା ଏବେ ବାଟବଣା । ମହିଳାଙ୍କ ସୁରକ୍ଷା ନେଇ ୨୦୧୭ ଏପ୍ରିଲ ୧୩ରେ କମିଶନରେଟ ପୁଲିସ ଆରମ୍ଭ କରିଥିଲା ‘ମୋ ସାଥୀ’ ଆପ୍ । ହେଲେ ର୍ଦୁଭାଗ୍ୟ ଏହା ଏବେ ବାଟବଣା ।
BREAKING NEWS
-
ହସ ପାଇଁ ଛୁରାମାଡ | 07 Feb 2019
-
ଝିଅ ବାହାଘର ପାଇଁ ରଖିଥିବା ସୁନା ଏବଂ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ | 07 Feb 2019
-
ରୋଜ୍ ଡେ’ରେ ଜାଣନ୍ତୁ ବିଭିନ୍ନ ରଙ୍ଗର ଗୋଲାପର ଅର୍ଥ କ’ଣ ରହିଛି | 07 Feb 2019
-
ବିଜେପି ଯୁବ ମୋର୍ଚ୍ଚା-ପୋଲିସ ଧସ୍ତା ଧସ୍ତି | 07 Feb 2019
-
୨୦୧୯ ନିର୍ବାଚନ ଲଢ଼ିବେ ସେହ୍ୱାଗ! | 07 Feb 2019
-
ଟ୍ରୋଲର୍ସଙ୍କୁ ୟାମିଙ୍କ ଜବାବ | 07 Feb 2019
-
ଭୁଆଁ ବୁଲାଉଛି କମିଶନରେଟ ପୁଲିସ | 07 Feb 2019
-
ବରପଦା ଇଂଜିନିୟରିଂ ସ୍କୁଲ କେଳେଙ୍କାରୀ: ଧରାପଡିଲା ପ୍ରଫୁଲ୍ଲ ସାମଲଙ୍କ କାରସାଦି | 07 Feb 2019
-
ସୁରକ୍ଷାକର୍ମୀଙ୍କ ବଡ ସଫଳତା | 07 Feb 2019
-
ଗମ୍ଭୀର ରୋଗରେ ପୀଡିତ ବଲିଉଡ ଗାୟକ ସୋନୁ ନିଗମ | 07 Feb 2019
-
ପୁଣି ଛାତ୍ରୀ ଗର୍ଭବତୀ | 07 Feb 2019
-
ହସ୍ପିଟାଲରେ ନିଆଁ | 07 Feb 2019