!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡ଼ା) – ରାୟଗଡା ଜିଲ୍ଲା ଜେମାଦେଇପେଣ୍ଠ ରେ ସୋଲାର ଜଳ ପଦକ୍ଷେପ ନିଆଯାଉନି।ପ୍ରତିଦିନ ପାଣି ପାଇଁ ଗ୍ରାମରେ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ୨୨୨ ଜଣ ଲୋକଙ୍କୁ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି।ଗ୍ରାମବାସୀଙ୍କ ଗୋଟିଏ ନଳକୂପ ଭରସା ହୋଇଛି।ପାଣି ନେବାକୁ ନିଷ୍ପତ୍ତି ପ୍ରକାରେ ଆଶା ଦିଦି ଉପସ୍ଥିତ ରହି ଲୋକଙ୍କୁ ପ୍ରତିଦିନ ଗଣ୍ଡଗୋଳ ପରିସ୍ଥିତି ଉପଜୁଛିନ୍ତି।ଜଣେ ଆଶା ଦିଦି ପାଣି ଯୋଗାଉଛନ୍ତି।ସମସ୍ୟା ସମାଧାନ କରିବା ପାଇଁ ଦିଦିଙ୍କ ଉପସ୍ଥିତିରେ ପ୍ରତିଦିନ ପାଣି ବଣ୍ଟନ କରାଯାଉଛି।
ଆଶା ଦିଦି ସଇତା ତାଡିଙ୍ଗି ଉପସ୍ଥିତ ରହୁଛନ୍ତି।ଜଣଙ୍କ ପରେ ଜଣେ ଶୃଙ୍ଖଳିତ ଭାବରେ ଇରୁକୁବାଡ଼ି ଗ୍ରାମରେ ପାଣି ନେଉଛନ୍ତି।ଏହି ପଞ୍ଚାୟତ କାଞ୍ଚିମୋଇ ଗ୍ରାମରେ ଦେଖିବାକୁ ମିଳିଛି।ସମସ୍ୟା ଦୂର କରାଯାଉ ବୋଲି ଗ୍ରାମର ଉକ୍ତ ଗ୍ରାମରେ ୪୧ ପରିବାର ପିଡିକ, ଗଙ୍ଗା ତଡ଼ି,ସଦା ରାମା ପିଡିକ,ଦାନ ରହୁଛନ୍ତି।ଜଳକଷ୍ଟରେ ଲୋକେ ଘାଣ୍ଟି ହେଉଛନ୍ତି।ପିଡ଼ିକା, ମାଳତୀ ପୀଡ଼ିକ । ପ୍ରଶାସନକୁ ଅନୁରୋଧ ଗ୍ରାମରେ ଥିବା ସୋଲାର ଜଳ ପ୍ରକଳ୍ପ ଅଚଳ କରିଛନ୍ତି । ନଳକୂପ କର୍ମଚାରୀଙ୍କ ଭରସା ପାଲଟିଛି।ଅଭିଯୋଗ କଲେ କୌଣସି ସମାଧାନ ହୋଇପାରୁ ନାହିଁ ବୋଲି ଗ୍ରାମ ଲୋକଙ୍କ ଗୁହାରି କହିଛନ୍ତି।