କାଗଜ କଲମ ରେ ଚାଲିଛି ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ? କାର୍ଯ୍ୟାନୁଷ୍ଠାନ ଶୂନ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – କୋଭିଡ୍ ନିୟମ କୁ ଉଲ୍ଲଂଘନ କରି ରାୟଗଡ଼ା ଜିଲ୍ଲା ଗୁଣପୁର ବଡ଼ ଜଗନ୍ନାଥ ମନ୍ଦିର ଆନନ୍ଦ ବଜାର ରେ ଭକ୍ତ ଙ୍କ ଭିଡ଼ । ସ୍ଥାନୀୟ ପ୍ରଶାସନ ଜାଣି ସୁଦ୍ଧା ନିରବ ! ଏଠି ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କୁ ବେଖାତିର୍ କହିବ କାହାକୁ ?

Leave a Reply

Your email address will not be published. Required fields are marked *