!!! କନ୍ଧମାଳ ଜିଲ୍ଲା ରୁ ଫୁଲବାଣୀ ଉପଖଣ୍ଡ ପ୍ରତିନିଧି ଜଳନ୍ଧର ବେହେରା ଓ ଚକାପାଦ ରୁ ସୁନୀଲ ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କନ୍ଧମାଳ)-କନ୍ଧମାଳ ବିଭିନ୍ନ ବ୍ଲକ ଅନେକ ସ୍ଥାନ ରେ ଯାତାୟାତ ଠପ ହେଇ ପଡୁଛି ଏବଂ ଅନେକ ସ୍ଥାନ ରେ ନିରୀହ ଗରିବ ଙ୍କ ଘର ଭୁଶୁଡି ପଡିଛି। ଚକାପାଦ ବ୍ଲକ ର ବଉଳପଦା ର ଶ୍ରୀ ହରି ଗଣ୍ଡା ଙ୍କ ଘର ଟି ଭୁଶୁଡି ଯାଇଥିବା ବେଳେ ଖଜୁରୀ ପଡା ବ୍ଲକ ର ଉରୁମୁଣ୍ଡା ଗ୍ରାମ ର ରୋଗୀଣା ବୃଦ୍ଧା ଲୀଳାବତୀ ବେହେରା ଙ୍କ ଘର ଭାଙ୍ଗି ଯାଇଛି। ଏକ ମାତ୍ର ପାଗେଳୀ ଝିଅ ଟିକୁ ଧରି ଲୀଳା ବତୀ ସେହି ଘରେ ରହୁ ଥିଲେ। ଆଶା ଭରସା ର ଘର ଭୁଶୁଡି ଯିବା ପରେ ଆଉ ରହିବା କୁ ଜାଗା ନଥିବା ବେଳେ ବିପଦ ସମ୍ପୂର୍ଣ ଭଙ୍ଗା ଘରେ ରହି ଥିବା ଦେଖି ବାକୁ ମିଳିଛି। ଭୋକ ଉପାସ ରେ ୨ ଦିନ ହେବ। ଏ ଯାଏଁ ସରକାରୀ ସହାୟତା ମିଳି ନଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here