!!! ଗୁଣୁପୁର ଉପଖଣ୍ଡ ରୁ ବାସନ୍ତୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କୋଭିଡ୍ -୧୯ ନିୟମ କୁ ସମ୍ପୂର୍ଣ ଉଲଂଘନ କରୁଛନ୍ତି ପୌର ପରିଷଦ କର୍ମଚାରୀ । ରାଜ୍ୟ ସରକାର ପେନ୍ସନ ଯୋଜନା ଧାରୀ ପାଉଥିବା ଅର୍ଥ କୁ ଘରେ ଘରେ ପହଞ୍ଚାଇବା ଲାଗି ପଦକ୍ଷେପ ନେଉଥିବା ବେଳେ ଗୁଣପୁର ପୌର ପରିଷଦ କର୍ମଚାରୀ କେତେକ ୱାର୍ଡ ର ଲୋକ ଙ୍କୁ ଏକତ୍ର କରି ପେନ୍ସନ ବଣ୍ଟନ କରୁଛନ୍ତି । ଯଦ୍ୱାରା ପେନ୍ସନ ପାଇବାକୁ ଥିବା ହିତାଧିକାରୀ ମାନେ ସେମାନଙ୍କ ପେନ୍ସନ ପାଇଁ ଏକତ୍ର ଗୋଷ୍ଠି ହୋଇ ବିନା ମାସ୍କ ରେ ରହିଥିବା ପାଲିଆ ସାହି ଶଶୀ ଭୂଷଣ ପେଣ୍ଠ ସ୍କୁଲ ଠାରେ ଦେଖିବାକୁ ମିଳୁଛି । ବେଳ ଥାଉ ଥାଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ କରୋନା ସଂକ୍ରମଣ କୁ ରୋକା ଯାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here