!!! କନ୍ଧମାଳ ଜିଲ୍ଲା ଚକାପାଦ ରୁ ସୁନୀଲ ଦିଗାଲ୍ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ଚକାପାଦ) – କନ୍ଧମାଳ ଜିଲ୍ଲା ଚକାପାଦ ଗୁଡ଼କା ପଦର ନିକଟରେ ଏକ ଓଲା ଭୁବନେଶ୍ୱର ରୁ ଟିକାବାଲି ଆସି ଫେରୁ ଥିବା ବେଳେ ଜି. ଉଦୟଗିରି ଏସ. ଡି. ପି. ଓ କୃଷ୍ଣ ଚନ୍ଦ୍ର ବେହେରା ବାହାର ଗାଡି ବୋଲି ସନ୍ଦେହ କରି ଗାଡି ଟିକୁ ଯାଞ୍ଚ କରିବାରୁ ଗାଡ଼ିରୁ 15କିଲ 200ଗ୍ରାମ ଗଞ୍ଜାଇ ଜବତକରିବା ସହ ଗାଡି ସହ ହୋଇଛି ଟିକାବାଲି ଥାନା ବଡିମୁଣ୍ଡା ଗ୍ରାମର ଟଙ୍କଧର ଡିଗାଲ ବୋଲି ଜଣାପଡିଛି. ଏ ନେଇ ଚକାପାଦ ଥାନାରେ ଏକ ମାମଲା ରୁଜୁ ହୋଇଛି. କେସ ନଂ 23/2020.ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚକାପାଦ ଥାନା ଅଧିକାରୀ ଶ୍ରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here