!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର) – କରୋନା ସଂକ୍ରମଣ କୁ ଦୂରେଇବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ରେ ଫସି ରହିଥିବା ଗୁଣପୁର ଅଟୋ ଚାଳକ ସଂଘର ସଭାପତି ମୁରଲୀ କ୍ରିଷ୍ଣା କହିଛନ୍ତି । ଦୀର୍ଘ ୪୫ ଦିନ ହେବ ସେମାନଙ୍କ ଅଟୋ ଚକା ଗଡୁ ନଥିବାରୁ ପରିବାର ଚଳଣୀ ଅବସ୍ଥା ବିଗିଡି ଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର କିମ୍ୱା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି । ଏଭଳି ଆଉ କିଛିଦିନ ଏମିତି ହେଲେ ଅଟୋ ଚାଳକଙ୍କ ପରିବାର ବହୁ ସଂକଟରେ ଗତି କରିବ ବୋଲି ଦର୍ଶାଇଛନ୍ତି । ଏମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସଂଘ ପକ୍ଷରୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here