!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାଶ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ରାଇକିଆ) – 71ତମ ସାଧସରଣ ତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆ ବାପ୍ତିଷ୍ଟ ଚର୍ଚ୍ଚ ଖ୍ରୀଷ୍ଟିୟାନ ଉଦଯୋଗ ସମିତି ର ସଦସ୍ୟ ମାନେ ସରକାରୀ ଡାକ୍ତରଖାନା ଓ ଅନାଥାଶ୍ରମ କୁ ଯାଇ ସମସ୍ତଙ୍କ ଆରୋଗ୍ୟ କାମନା କରିବା ସହ ହରଲିକସ,ବିସ୍କୁଟ ଓ ବ୍ରେଡ଼ ଭଳି ଖାଦ୍ୟ ସମଗ୍ରୀ ବଣ୍ଟନ କରିଥିଲେ ।ସଦସ୍ୟ ଙ୍କ ସହ ଉଦ୍ଯୋଗର ସଭାପତି ପରାଗ ରଞ୍ଜନ ସମ୍ପାଦିକା ସରିତା ହିପସିବା ପ୍ରଧାନ ସହ ସମ୍ପାଦିକା ପେଟି ପ୍ରଧାନ ଓ କୋଷାଧ୍ୟକ୍ଷ। ମିନାକ୍ଷୀ ପ୍ରିୟ ଦର୍ଶନୀ ଦିଗାଲ ଯୋଗଦେଇଥିଲେ ।