!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଚକ୍ରମଣି କହଁର ବାଲିଗୁଡା ଅନ୍ତର୍ଗତ ବତାଗୁଡା ଗ୍ରାମ ପଞ୍ଚାୟତ ଗସ୍ତ କରି ଜନସାଧାରଣ ଙ୍କ ସମସ୍ୟା ବୁଝିଛନ୍ତି । ବିଧାୟକ ଙ୍କ ଏହି ଜନସମ୍ପର୍କ ଯାତ୍ରାରେ ସ୍ଥାନୀୟ ସରସପଞ୍ଚ ମେନକା ମାଲିକ ଓ ବିଜେଡି ପଞ୍ଚାୟତ ସଭାପତି ଚକ୍ରଧର ପାତ୍ର ଉପସ୍ଥିତ ରହିଥିଲେ । ଏହି ସମୟରେ ଅନେଜ କଂଗ୍ରେସ କର୍ମୀ ବିଜେଡି ରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here