ଶ୍ରୀମନ୍ଦିର ରତ୍ନଭଣ୍ଡାର ବିମ୍ ଓ ଛାତ ଖରାପ, ମରାମତି ଅନୁମତି ମାଗିଲା ଏଏସ୍ଆଇ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି। ଭିତର ଭଣ୍ଡାରର ତିନିଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବାକୁ ତୁରନ୍ତ ବ୍ୟବସ୍ଥା ଗ୍ରହଣ...
ରତ୍ନଭଣ୍ଡାର ଖୋଲିବ ତ ? ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ଦ୍ୱନ୍ଦ୍ୱ …!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ତ? ଆଇନମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ଚଳିତ ବିଧାନସଭାରେ ଦେଇଥିବା ଦୁଇଟି ଲିଖିତ ଉତ୍ତରକୁ ନେଇ ଏଭଳି ଦ୍ୱନ୍ଦ୍ୱ ଓ ପ୍ରଶ୍ନବାଚୀ ଦେଖାଦେଇଛି। ବିଧାୟକ ଦାସରଥୀ...
୯ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୁଣିଥରେ ଦୁର୍ନୀତିଖୋର ଓ ଅପାରଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଥର ୯ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୫ଜଣ ଅଧିକାରୀଙ୍କୁ...
ପଞ୍ଚାୟତିରାଜ ସଚିବ ଅଶୋକ ମୀନାଙ୍କୁ ମିଳିଲା କେନ୍ଦ୍ରରେ ନିଯୁକ୍ତି, ଉଷାଙ୍କୁ ପଦୋନ୍ନତି…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତ ସପ୍ତାହରେ କେନ୍ଦ୍ରରୁ ଡେପୁଟେସନ ସମାପ୍ତ କରି ୨ଜଣ ଆଇଏଏସ୍ ଓଡ଼ିଶା ଫେରିବା ପରେ ଆଜି ରାଜ୍ୟ ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନାଙ୍କୁ କେନ୍ଦ୍ର...
ସ୍ଵାଧୀନତା ଦିବସ ରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ?
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ସ୍ୱାଧୀନତା ଦିବସରେ ରାଜ୍ୟର ୨୧ ଜିଲ୍ଲା ମୁଖ୍ୟାଳୟରେ ମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବେ। ବ୍ରହ୍ମପୁର ଓ ରାଉରକେଲାରେ ଆର୍ଡିସି ପତାକା ଉତ୍ତୋଳନ କରିବେ। ବାକି ଜିଲ୍ଲାରେ...
ଆସୁଛି ପ୍ରକୃତି ମିଶ୍ରଙ୍କ ଆଗାମୀ ଚଳଚିତ୍ର ‘ଦ୍ରୌପଦୀ’…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସୁଛି ‘ଦ୍ରୌପଦୀ’। ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଥିବା ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅପ୍କମିଂ ଫିଲ୍ମ ‘ଦୌପଦୀ’। ଏହି ଫିଲ୍ମଟି ଓଡ଼ିଆ ଓ ହିନ୍ଦୀ ଭାଷାରେ...
ଭୁବନେଶ୍ୱରରେ ପହଞ୍ଚିଲେ ଗୃହ ମନ୍ତ୍ରୀ;କହିଲେ-ଆତ୍ମୀୟତା ଭରା ସ୍ୱାଗତ ପାଇଁ କୃତଜ୍ଞ….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଆଗମନରେ ଭୁବନେଶ୍ୱର ବିମାନବନ୍ଦର ଉତ୍ସବମୁଖର...
ଆଜି ଶ୍ରାବଣ ଶେଷ ସୋମବାର, ଲୋକାରଣ୍ୟ ଶିବାଳୟ….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବୋଲ୍ ବମ୍…ହର ହର ବମ୍ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ...
ବନ୍ଧୁତ୍ୱ ଦିବସକୁ ନିଆରା ଭାବେ ପାଳିଲା ‘ଯାଯାବର’ ସଂଗଠନ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ବନ୍ଧୁତ୍ୱ ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳିଛି ଭୁବନେଶ୍ୱରର ଯାଯାବର ସଂଗଠନ। ବନ୍ଧୁତ୍ୱ ଦିବସରେ ଦେଇଛି ସ୍ୱଚ୍ଛତାର ବାର୍ତ୍ତା। ଖଣ୍ଡଗିରି ସ୍ଥିତ ବସଷ୍ଟାଣ୍ଡ ପରିସରକୁ ସଫା କରିଛନ୍ତି...
ପ୍ରଶାସନ ର କଠୋର ନିସ୍ପତି ; ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତ ରଥ ଚଢ଼ିବେ….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି। କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିବେ। ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ...