ମେ କ୍ ଇନ୍ ଓଡ଼ିଶା କନ୍ କ୍ଲେଭାର ରେ ଯୋଗ ଦେଲେ ୧୧ଟି ଦେଶ ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) - ରାଜ୍ଯ ସରକାରଙ୍କ ପକ୍ଷରୁ ଶିଳ୍ପ ବିକାଶ ଓ ପୁଞ୍ଜି ନିବେଶ କୁ ବ୍ୟାପକ କରିବା ଲକ୍ଷ୍ୟ ରେ ଆୟୋଜିତ ମେକ୍ ଇନ୍ ଓଡିଶା କନକ୍ଳେଭର୍ ର...
ଚିତାଚୈତନ ଲଗାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଚିତା କାଟିଛି ବାସୁଦେବ….!
ଏଥର ସମ୍ଭାଳ ବ୍ୟୁରୋ(କେନ୍ଦ୍ରାପଡ଼ା)- ଚିତା ଚୈତନ ଲଗାଇ ପୂଜକ ବେଶରେ ବାସୁଦେବ ପଣ୍ଡା! ତାଙ୍କୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ...
ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନକଲି ଔଷଧ ବିକ୍ରି ଅଭିଯୋଗରେ କଟକରେ ୨ଜଣ ଗିରଫ ହୋଇଥିବାବେଳେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନକଲି ଔଷଧ ଧରପଗଡ଼ ନିମନ୍ତେ ଚଢ଼ଉ ଜୋରଦାର କରାଯିବ ବୋଲି...
ନବୀନଙ୍କ ସ୍ୱାଗତ ପାଇଁ ସେଲିବ୍ରେଶନ ଆରମ୍ଭ, ବିରୋଧୀ କହିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ଫେରିବେ। ସେ ଆଜି ପୂର୍ବାହ୍ନ ୧୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ...
୧୫ ବର୍ଷ ଧରି ରାଜ୍ୟ ଯୋଜନା ବୋର୍ଡ କୋମାରେ: ପୁର୍ନଗଠନ ହେଲା ପୁରୀ ଓ ଗଞ୍ଜାମ ଜିଲ୍ଲା ଯୋଜନା...
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୨ବର୍ଷ ଧରି ରାଜ୍ୟ ଶାସନରେ ଥିବାବେଳେ ରାଜନୀତିକ କାରଣରୁ ରାଜ୍ୟ ଯୋଜନା ବୋର୍ଡକୁ ପଙ୍ଗୁ କରି ପକାଇ ରଖିଛନ୍ତି । ଗତ ୧୫ବର୍ଷ...
୧୫ ଦିନରେ ୧୨,୫୪୫ଜଣ ବାଇକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) - ହେଲମେଟ୍ ନପିନ୍ଧି ବାଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ପ୍ରାଧିକରଣ ମୋଟ ୧୨୫୪୫ଜଣ ବାଇକ୍ ଆରୋହୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ...
ରାଜ୍ୟରେ ଖୋଲିବ ୩୬ ନୂଆ ଥାନା ; ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) - ବର୍ଦ୍ଧିତ ଜନ ସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ...
ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା କହିଲେ ଗୃହମନ୍ତ୍ରୀ ଅମିତ ଶାହ…!
ଏଥର ସମ୍ଭାଳ ବ୍ୟୁରୋ(କଟକ)- ଓଡ଼ିଶାର ଅଚ୍ଛେଦିନ ଆସିଗଲା। ଓଡ଼ିଶାର ଜଣେ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ରାଷ୍ଟ୍ରପତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରବିଆଇ...
ଓଏଏସ ସ୍ତରରେ ବଦଳି…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବରିଷ୍ଠ ଓଏଏସ୍ ଅଫିସର ସତ୍ୟରଞ୍ଜନ ସାହୁଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହାସହିତ ପଂଚାୟତିରାଜ ବିଭାଗ ପକ୍ଷରୁ ୩୨ଜଣଙ୍କୁ ବିଡିଓ, ୧୦ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି...
୩ ଜିଲ୍ଲାରେ ୧୨୧୦ କୋଟି ଟଙ୍କାର ୯ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ ‘ଜଳଜୀବନ ମିଶନ’ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ନିମନ୍ତେ ୧୨୧୦.୦୪କୋଟି ଟଙ୍କାର ୯ଟି ଟେଣ୍ଡରକୁ...