ଖୋଲିଲା ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ୍…!
ଏଥର ସମ୍ଭାଳ ବ୍ୟୁରୋ(ସମ୍ବଲପୁର)- ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି। ପରେ ଆଉ ୫ଟି ଗେଟ୍...
ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍…!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) - ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ୭ନଂ ଗେଟ୍ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପରମ୍ପରା...
ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ …!
ଏଥର ସମ୍ଭାଳ ବ୍ୟୁରୋ(ସମ୍ବଲପୁର)- ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍। ସକାଳ ୧୧ ଟା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ। ଏନେଇ ଜନସାଧାରଣଙ୍କୁ...
ହାଇଦର ଫେରାର ଘଟଣାରେ ୬ ପୁଲିସ୍ କର୍ମଚାରୀ ସସ୍ପେଣ୍ଡ…!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ସମ୍ବଲପୁର) - ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ତା’ ଉପରେ ନଜର ରଖିବା ପାଇଁ ନିୟୋଜିତ ହୋଇଥିବା ୬ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏନେଇ...
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।
ଏଥର ସମ୍ଭାଳ ବ୍ୟୁରୋ (ରାଉରକେଲା): ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଅବସ୍ଥା ଗୁରତର ଅଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା...
ବାଇକ୍ ଠେଲିଲେ ମିଳୁଛି ୧୦ ଟଙ୍କା;ଏଠି ପ୍ରଶ୍ନ ଭାରତ ବନ୍ଦ ହେଲେ କାହାର ଲାଭ ?
ଏଥର ସମ୍ଭାଳ ବ୍ୟୁରୋ (ରାଉରକେଲା): ବାଇକ୍ ଠେଲିଲେ ୧୦ ଟଙ୍କା। ଆଜି ଏମିତି ଏକ ଦୃଶ୍ୟ ରାଉରକେଲାରେ ଦେଖିବାକୁ ମିଳିଥିଲା। ଭାରତ ବନ୍ଦ ଯୋଗୁ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କୁ ଅଫିସ୍ ଯିବାକୁ...
କିର୍ମିରା କଲେଜ ରେ ବୃକ୍ଷ ରୋପଣ ଏବଂ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।
!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କିର୍ମିରା) - ଝାରସୁଗୁଡା ଜିଲ୍ଲା କିର୍ମିରା ଏସ.ଏମ.ପି ଡିଗ୍ରୀ କଲେଜରେ ଅଧ୍ୟାପକ ଅଶୋକ କୁମାର ଦାଶ ଙ୍କ...