!!! ଗୁଣୁପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – କରୋନା ସଂକ୍ରମଣ କୁ ପ୍ରତିହତ କରିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ସହ ପରିବେଶ ସ୍ଵଛତା ରଖିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱଚ୍ଛ ଗୁଣପୁର ସୁନ୍ଦର ଗୁଣପୁର ବୋଲି ନାରା ଦେଇ ବାହୁସ୍ପଟ ମାରୁଥିବା ଗୁଣପୁର ପୋୖର ପାରିଷଦ କିନ୍ତୁ ଏଥିପ୍ରତି ନଜର ନଥିବା ସଧାରଣରେ ଅଭିଯୋଗ ହେଉଛି ।ଏଥିପାଇଁ ସ୍ଥାନୀୟ 2ନଂ ୱାର୍ଡ ର କିଛି ସମାଜସେବୀ ଯୁବକ ଲଛମାନ ଢେପ ଏବଂ ପା ନି ଆ କଟା ସାହିର ନାର୍ଦ୍ଦମା ସଫା କରି ଉଦାହରଣ ସୃଷ୍ଟି କରିଛନ୍ତି । ଯୁବକଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଭୁୟସୀ ପ୍ରସଂସା କରିଛନ୍ତି ।

