Site icon Ethara Sambhala

ଶାସକ ପ୍ରଶାସକ ପତ୍ରିକା ସମ୍ପାଦକ ଙ୍କ ଜନ୍ମ ଦିବସରେ ଏଥର ସମ୍ଭାଳ ପରିବାର ତରଫରୁ ହାର୍ଦ୍ଦିକ ଶୁଭକାମନା … !

ସମ୍ମାନନୀୟ ମହାଶୟ ,
ସାଦର ପ୍ରଣାମ । ଆଜିର ଏହି ପୂଣ୍ୟ ତିଥି ଆପଣଙ୍କ ଭଳି ଜଣେ ବଦାନ୍ୟ, ସମାଜସେବୀ ଓ ଦିଗ୍ଦର୍ଶକ ଙ୍କ ଜନ୍ମ ତିଥି ଏହା ଏକ ପବିତ୍ର ସଂଯୋଗ। ଆପଣ ଆଜିର ଭଳି ଶତଶତ ଜନ୍ମ ଦିବସ ପାଳନ କରି ସମାଜକୁ ଦିଗ୍ଦର୍ଶନ ଦେଉଥାନ୍ତୁ। ଏହାହିଁ ଭଗବାନ ଙ୍କ ନିକଟରେ ଆମ ପ୍ରାର୍ଥନା।

ଶ୍ରଦ୍ଧାର ସହ ଏଥର ସମ୍ଭାଳ ପରିବାର।

Exit mobile version