Site icon Ethara Sambhala

ସରକାରୀ ସାହାଯ୍ଯ ଅପେକ୍ଷା ରେ ଅସହାୟ ମହିଳା ପାର୍ବତୀ ନାଗ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ରତିନିଧି ପ୍ୟାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଅନ୍ତର୍ଗତ ଏନ ଗୁଡ଼ା ଗ୍ରାମର ଉପେନ୍ଦ୍ର ନାଗ ଙ୍କ ଦେହାନ୍ତ ପରେ ସ୍ତ୍ରୀ ପାର୍ବତୀ ନାଗ ଭଙ୍ଗା ଦାଦରା ଚାଳ ଛପର ଘରେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ରାଜ୍ଯ ସରକାର ଙ୍କ ସମସ୍ତ ଯୋଜନା ୟାଙ୍କରି ଠାରେ ଅପହଞ୍ଚ। ବର୍ତ୍ତମାନ ର ଲଘୁଚାପ ଜନିତ ଲଗାଣ ବର୍ଷା ରେ ପାର୍ବତୀ ନାଗ ଙ୍କ ଚାଳ ଛପର ଦଦରା ମାଟି ଘରଟି ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ୍ ଏବେ ସେ ବେସାହାରା। କେବଳ ସରକାରୀ ସହାୟତା ହିଁ ତାଙ୍କରି ସାହା ଭରସା ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ ର ହାତ ବଢ଼ାଇବାକୁ ସେ ନିବେଦନ କରିଛନ୍ତି।

Exit mobile version