ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ ଇକେୱାଇସି | ଜବ କାର୍ଡ ଧାରୀ କରିବେ ଇକେୱାଇସି | ତିନି ମାସ ଭିତରେ ଜବ କାର୍ଡ ଇକେୱାଇସି ନ କଲେ କଟିବ ଜବ କାର୍ଡ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ। ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ସରକାର ବାହାର କରିଛନ୍ତି ଫେକ ଜବ କାର୍ଡ | ଏହାର ଅଧିକାରୀ କିଏ ଥିଲେ, ଅର୍ଥ କିଏ ଆତ୍ମସାତ କରୁଥିଲା ବିଗତ ଦିନରେ ଯିଏ ଶାସନ କରୁଥିଲେ ସିଏ ତାର ଉତ୍ତର ଦେବେ | ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ କାର୍ଡ ଦେଇଛନ୍ତି |
ଏଥର ଧରାଯିବ ଫେକ୍ ଜବ କାର୍ଡ ସୂଚନା ଦେଲେ ମନ୍ତ୍ରୀ…!

