ଏଥର ସମ୍ଭାଳ ବ୍ୟୁରୋ (ମୁମ୍ୱାଇ) – ବରୁଣ ଧୱନ୍ଙ୍କ ଅପ୍ କମିଂ ଫିଲ୍ମ ABCD 3 ଏବେ ଚର୍ଚ୍ଚାରେ ରହିଛି। ଲୋକପ୍ରିୟ ଟିଭି ଅଭିନେତ୍ରୀ ଓ ଡ୍ୟାନ୍ସର୍ ଶକ୍ତି ମୋହନ ରିମୋ ଡିସୋଜାଙ୍କ ଏହି ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିବେ। ଏକ ଇନଣ୍ଟରଭ୍ୟୁରେ ନିଜେ ଶକ୍ତି ଏହି ସୂଚନା ଦେଇଛନ୍ତି।
ବଲିଉଡ୍ରେ ଡେବ୍ୟୁ କରିବେ ‘ଡ୍ୟାନ୍ସ୍ ପ୍ଲସ୍’ର ଜଜ୍ ଶକ୍ତି ମୋହନ ।

